ଭାରତ-ପାକିସ୍ତାନ ଯୁଦ୍ଧ: ମୁଲ୍ଲା ଜେନେରାଲ୍ ମୁନୀର ଓପରେସନ୍ ସିନ୍ଦୁରର ଉତ୍ତର କିପରି ଦେବେ!

ମୁଲ୍ଲା ଜେନେରାଲ ଆସିମ ମୁନୀର ଅପରେସନ ସିନ୍ଦୁର ବିରୁଦ୍ଧରେ ‘ବୁନୟାନ୍‍ ଅଲ୍‍ ମରସୁସ୍‍’ ଘୋଷଣା କରି ପାକିସ୍ତାନକୁ ବିପଦରେ ପକାଇ ଦେଇଛନ୍ତି। କଥା ଅନୁସାରେ ଏହା ଭାରତ ବିରୋଧରେ ହେଲେ ମଧ୍ୟ ଏହାର ପରିଣାମ ପାକିସ୍ତାନର ଜନସାଧାରଣଙ୍କୁ ଭୋଗିବାକୁ ପଡ଼ିବ। ମୁଲ୍ଲା ଜେନେରାଲ କିଛିଦିନ ପୂର୍ବେ ଇସ୍‍ଲାମାବାଦରେ ଦେଇଥିବା ଭାଷଣ ଅନୁସାରେ ଏହି ଅପରେସନର ନାମକରଣ କରିଛନ୍ତି। ଇସ୍‍ଲାମରେ ବୁନୟାନ୍‍ ଅଲ୍‍ ମରସୁସ୍‍ର ବେଶ୍‍ ଗୁରୁତ୍ୱ ରହିଛି। କୁରାନର ସୁରା ୬୧-୪ରେ ଏହାର ଉଲ୍ଲେଖ ଅଛି, ଯାହାର … Continue reading ଭାରତ-ପାକିସ୍ତାନ ଯୁଦ୍ଧ: ମୁଲ୍ଲା ଜେନେରାଲ୍ ମୁନୀର ଓପରେସନ୍ ସିନ୍ଦୁରର ଉତ୍ତର କିପରି ଦେବେ!