ଭାରତ-ପାକିସ୍ଥାନ ଷ୍ଟକ୍ ବଜାରରେ ଝଡ଼

ଅପରେସନ ସିନ୍ଦୂର ପ୍ରଭାବରେ ପ୍ରଭାବିତ ହୋଇଛି ଭାରତ ଓ ପାକିସ୍ଥାନ ଷ୍ଟକ୍ ମାର୍କେଟ। ମେ ୭ ତାରିଖ ଗୋଟିଏ ଦିନରେ କରାଚି ଷ୍ଟକ୍ ଏକ୍ସଚେଞ୍ଜର ସୁଚକାଙ୍କ ୬ ପ୍ରତିଶତରୁ ଅଧିକ ଖସି ଯିବାରୁ ବାଧ୍ୟ ହୋଇ କାରବାରକୁ ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। ମେ ୮ ତାରିଖରେ ପୁଣି ୩ ପ୍ରତିଶତ ହ୍ରାସ ଘଟିଥିଲା ପାକ ସେନସେକ୍ସ। ଏଥିରେ କେଇ ଘଣ୍ଟା ମଧ୍ୟରେ ନିବେଷକ ହରାଇ ଥିଲେ ଲକ୍ଷ ଲକ୍ଷ କୋଟିର ଜମା ପୁଞ୍ଜି। ଏପ୍ରିଲ ୨୨ରେ … Continue reading ଭାରତ-ପାକିସ୍ଥାନ ଷ୍ଟକ୍ ବଜାରରେ ଝଡ଼