ପରମାଣୁ ଯୁଦ୍ଧ ହେଲେ ପାକିସ୍ତାନ ଭାରତର କେଉଁ ଅଂଚଳକୁ କରିବ ଟାର୍ଗେଟ୍ ?

Modi: ପ୍ରଧାନମନ୍ତ୍ରୀ ମୋଦି ୨୦୧୯ରେ ଏକ ନିର୍ବାଚନୀ ସଭାରେ ଦେଇଥିବା ଭାଷଣ କାଲିଠାରୁ ଭାଇରାଲ ହେବାରେ ଲାଗିଛି । ଉରି ଆକ୍ରମଣ ପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଏକ ସାଧାରଣ ସଭାରେ ଭାଷଣ ଦେବା ସମୟରେ ମୋଦି କହୁଛନ୍ତି ଯେ, ଆମକୁ ପାକିସ୍ତାନର ପରମାଣୁ ବୋମାର ଭୟ ଦେଖାଉଥିଲେ । ଗଣମାଧ୍ୟମ କହୁଥିଲା,ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି । ଆରେ ଭାଇ ଆମ ବୋମା କ’ଣ ଦିବାଲୀ ପାଇଁ ଅଛି ? ମୋଦିଙ୍କ ସେହି … Continue reading ପରମାଣୁ ଯୁଦ୍ଧ ହେଲେ ପାକିସ୍ତାନ ଭାରତର କେଉଁ ଅଂଚଳକୁ କରିବ ଟାର୍ଗେଟ୍ ?