ହାରିବା ପରେ ଟ୍ରଫି ଚୋର ପଡ଼ିଆ ଛାଡ଼ି ପଳାଇଲେ ! ।। india pakistan match

୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ହାତରେ ପାକିସ୍ତାନର ଲଜ୍ଜାଜନକ ପରାଜୟ ମଧ୍ୟରେ କଲମ୍ବୋ ଷ୍ଟାଡିୟମରୁ ଏକ ଫଟୋ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ବିବାଦ ଏବଂ ଉପହାସ ସୃଷ୍ଟି କରିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ଏବଂ ଏସିଆ କପ୍ ଟ୍ରଫି ଚୋର ମୋହସିନ ନକଭି ମ୍ୟାଚ୍ ଶେଷ ହେବା ପୂର୍ବରୁ ଷ୍ଟାଡିୟମ ଛାଡ଼ି ପଳାଇଥିଲେ । ସେ ପାକିସ୍ତାନର ପରାଜୟ ଦେଖିବାକୁ ସହ୍ୟ କରିପାରିଲେ ନାହିଁ । କ’ଣ ନକଭି ପରାଜୟ … Continue reading ହାରିବା ପରେ ଟ୍ରଫି ଚୋର ପଡ଼ିଆ ଛାଡ଼ି ପଳାଇଲେ ! ।। india pakistan match