India-Pakistan clash again ।। ପୁଣି ଭାରତ-ପାକିସ୍ତାନ ମ୍ୟାଚ

ପୁଣି କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ଭାରତ-ପାକିସ୍ତାନ । ସବୁ ବିବାଦ ଓ ଆଲୋଚନାକୁ ପଛରେ ପକାଇ ପାକିସ୍ତାନ ଚଳିତ ଏସିଆ କପ୍‌ର ସୁପର-୪ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛି । ବୁଧବାର ଏସିଆ କପ୍‌ର ଗ୍ରୁପ୍‌-ଏ’ର ଏକ ମ୍ୟାଚ୍‌ରେ ପାକିସ୍ତାନ ୪୧ ରନ୍‌ରେ ୟୁଏଇକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୯ ୱିକେଟ୍‌ ବିନିମୟରେ ୧୪୬ ରନ ସଂଗ୍ରହ କରିଛି । ତେବେ ଏହି … Continue reading India-Pakistan clash again ।। ପୁଣି ଭାରତ-ପାକିସ୍ତାନ ମ୍ୟାଚ