India – pakistan match।। ପାକିସ୍ତାନର ଏତେ ସାହସ ଭାରତ ସହ ଖେଳିବାକୁ ମନା କରିଦେଲା

ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ୍ ରେ ଭାରତ ବିପକ୍ଷରେ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ଫେବୃଆରୀ ୧୫ ତାରିଖରେ ଦୁଇ ଦଳ ମୁହାଁମୁହିଁ ହେବାର କାର୍ଯ୍ୟକ୍ରମ ଅଛି । ପୂର୍ବତନ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱାସ କରନ୍ତି ଯେ ପାକିସ୍ତାନ ଆଗାମୀ କିଛି ଦିନ ମଧ୍ୟରେ ତାର ନିଷ୍ପତ୍ତି ବଦଳାଇବ । ଯଦି ପାକିସ୍ତାନ ମ୍ୟାଚ୍ ରେ ଅଂଶଗ୍ରହଣ ନ କରେ, ତେବେ ଏହାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ । ପାକିସ୍ତାନ … Continue reading India – pakistan match।। ପାକିସ୍ତାନର ଏତେ ସାହସ ଭାରତ ସହ ଖେଳିବାକୁ ମନା କରିଦେଲା