ଭାରତକୁ ଝଟ୍କା : ଫୋର୍ବସର ଶକ୍ତିଶାଳୀ ୧୦ ରାଷ୍ଟ୍ର ତାଲିକାରୁ ଭାରତ ପଡ଼ିଲା ବାଦ୍
Forbes Powerful Country List: ଫୋର୍ବସ ୨୦୨୫ ପାଇଁ ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରିଛି। ତେବେ ଏଥର ଭାରତ ଶ୍ରେଷ୍ଠ ୧୦ରେ ସ୍ଥାନ ପାଇନାହିଁ। ଫୋବର୍ସ ୨୦୨୫ ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ୧୦ ଦେଶର ରାଙ୍କିଂ ପ୍ରକାଶ କରିଛି, ଯେଉଁଥିରେ ଭାରତ ନାମ ନାହିଁ। ଅର୍ଥାତ ଭାରତ ଶକ୍ତିଶାଳୀ ଟପ୍ ଟେନ୍ ରାଷ୍ଟ୍ର ତାଲିକାରୁ ବାଦ୍ ପଡ଼ିଛି। ଏହି ତାଲିକା ଅନେକ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଉପରେ ଆଧାରିତ। କିନ୍ତୁ ଭାରତ ଭଳି ଦେଶ … Continue reading ଭାରତକୁ ଝଟ୍କା : ଫୋର୍ବସର ଶକ୍ତିଶାଳୀ ୧୦ ରାଷ୍ଟ୍ର ତାଲିକାରୁ ଭାରତ ପଡ଼ିଲା ବାଦ୍
Copy and paste this URL into your WordPress site to embed
Copy and paste this code into your site to embed