Modi rejects Trump’s claim of India-Pakistan mediation।। ଟ୍ରମ୍ପଙ୍କ ମୁହଁରେ ମୋଦିଙ୍କ ଜବାବ, ଆମେ ମଧ୍ୟସ୍ଥତା ଚାହିଁନୁ କେବେବି ଚାହିଁବୁ ନାହିଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଛି । ଉଭୟଙ୍କ ମଧ୍ୟରେ ୩୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିବା ଜଣା ପଡ଼ିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ କହିଥିଲେ ଯେ ଭାରତ କେବେ ମଧ୍ୟସ୍ଥତା ଗ୍ରହଣ କରିନାହିଁ, କରେ ନାହିଁ ଏବଂ କେବେ କରିବ ବି ନାହିଁ। ପ୍ରକୃତରେ, ଟ୍ରମ୍ପ ବହୁ ଥର ଦାବି କରିଛନ୍ତି ଯେ ଗତ ମାସରେ ଭାରତ ଏବଂ ପାକିସ୍ତାନ … Continue reading Modi rejects Trump’s claim of India-Pakistan mediation।। ଟ୍ରମ୍ପଙ୍କ ମୁହଁରେ ମୋଦିଙ୍କ ଜବାବ, ଆମେ ମଧ୍ୟସ୍ଥତା ଚାହିଁନୁ କେବେବି ଚାହିଁବୁ ନାହିଁ