‘India Matters Very Much’: Russia Slams US Tariffs, Calls India A Friend ।। ଟ୍ରମ୍ପଙ୍କ ଶୁଳ୍କ ଧମକକୁ ଋଷର ଶକ୍ତ ଚାପୁଡା; ‘ଭାରତ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ’

ଭାରତକୁ ନେଇ ପୁଣି ବଡ଼ କଥା କହିଲା ଋଷ। ବୁଧବାର ଦିନ ଋଷ କହିଛି ଯେ ମସ୍କୋ ପାଇଁ ‘ଭାରତର ଅର୍ଥ ବହୁତ’। ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷରୁ ତେଲ କିଣିବା ପାଇଁ ଭାରତ ଉପରେ ଶୁଳ୍କ ବୋମା ପକାଇଛନ୍ତି, ସେତେବେଳେ ଜଣେ ମିତ୍ର ରାଷ୍ଟ୍ରଦୂତଙ୍କଠାରୁ ଏପରି ବାର୍ତ୍ତା ପାଇବା ଦୁଇ ଦେଶ ମଧ୍ୟରେ ସମ୍ପର୍କର ମଜଭୁତ ଶକ୍ତିକୁ ଦର୍ଶାଉଛି। ଏକ ସାମ୍ବାଦିକ ସମ୍ମିଳନୀରେ, ନୂଆଦିଲ୍ଲୀରେ ଋଷ ଉପ-ରାଜଦୂତ ରୋମାନ ବାବୁସ୍କିନ୍ ଟ୍ରମ୍ପଙ୍କ ଦ୍ୱାରା … Continue reading ‘India Matters Very Much’: Russia Slams US Tariffs, Calls India A Friend ।। ଟ୍ରମ୍ପଙ୍କ ଶୁଳ୍କ ଧମକକୁ ଋଷର ଶକ୍ତ ଚାପୁଡା; ‘ଭାରତ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ’