ବିଶ୍ୱର ସୁପରପାୱାର ଏଲିଟ୍ କ୍ଲବ୍‌ରେ ସାମିଲ ହେଲା ଭାରତ || India joins the elite club of world’s superpowers

ଶତ୍ରୁର ମିସାଇଲ୍ ଆକାଶରେ ହିଁ ହେବ ଛାରଖାର! ବିଶ୍ୱର ସୁପରପାୱାର ଏଲିଟ୍ କ୍ଲବ୍‌ରେ ସାମିଲ ହେଲା ଭାରତ ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ ହୋଇଛି। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଓଡ଼ିଶାର ଚାନ୍ଦିପୁର ଏବଂ ଧାମରା ଉପକୂଳରୁ ଲଗାତାର ତିନିଟି ସଫଳ ପରୀକ୍ଷଣ କରି ଦେଶର ସାମରିକ କ୍ଷମତାକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି। ଏହି ପରୀକ୍ଷଣରେ ମଲ୍ଟି-ଲେୟାର୍ଡ ବାଲିଷ୍ଟିକ୍ ମିସାଇଲ୍ ଡିଫେନ୍ସ (BMD) ସିଷ୍ଟମ୍, ରୁଦ୍ରମ୍-୨ ହାଇପରସୋନିକ୍ ଆଣ୍ଟି-ରେଡିଏସନ୍ … Continue reading ବିଶ୍ୱର ସୁପରପାୱାର ଏଲିଟ୍ କ୍ଲବ୍‌ରେ ସାମିଲ ହେଲା ଭାରତ || India joins the elite club of world’s superpowers