ଭାରତ-ଇଣ୍ଡୋନେସିଆ ସମ୍ପର୍କରେ ରହିଛି ହଜାର ହଜାର ବର୍ଷର ସହଭାଗୀ ସଂସ୍କୃତି ଓ ଇତିହାସ: ପ୍ରଧାନମନ୍ତ୍ରୀ

ସାଂସ୍କୃତିକ ମୂଲ୍ୟବୋଧ, ଐତିହ୍ୟ ଓ ପରମ୍ପରା ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଜନ-ଜନ ମଧ୍ୟରେ ସମ୍ପର୍କ ବଢ଼ାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ ବାର୍ତ୍ତା ମାଧ୍ୟମରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଶ୍ରୀସନାତନ ଧର୍ମ ଆଳୟମର ମହା କୁମ୍ବାଭିଷେଗମ ସମୟରେ ତାଙ୍କର ବକ୍ତବ୍ୟ ରଖିଛନ୍ତି। ସେ  ଏହି ଅବସରରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ, ମୁରୁଗାନ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପା ହାସିମ, ପରିଚାଳନା ଟ୍ରଷ୍ଟି ଡକ୍ଟର କୋବାଲାନ, ତାମିଲନାଡୁ ଏବଂ ଇଣ୍ଡୋନେସିଆର ଗଣମାନ୍ୟ ବ୍ୟକ୍ତି, ପୁରୋହିତ ଏବଂ ଆଚାର୍ଯ୍ୟ, … Continue reading ଭାରତ-ଇଣ୍ଡୋନେସିଆ ସମ୍ପର୍କରେ ରହିଛି ହଜାର ହଜାର ବର୍ଷର ସହଭାଗୀ ସଂସ୍କୃତି ଓ ଇତିହାସ: ପ୍ରଧାନମନ୍ତ୍ରୀ