India Has Transformed Defence Production In 5 Years ।। ୫ ବର୍ଷରେ ବଦଳି ଗଲାଣି ଭାରତ ପ୍ରତିରକ୍ଷା ଉତ୍ପାଦନ… ଭୟରେ ଟ୍ରମ୍ପ ଗୋଡ ଧରୁଛି ମୁନିର

୭୯ତମ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ ଭାରତ ବହୁତ କମ୍ ସମୟ ମଧ୍ୟରେ ଅପରେସନ ସିନ୍ଦୂରରେ ସଫଳତା ହାସଲ କରିଛି, କାରଣ ଆମେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ଆତ୍ମନିର୍ଭରଶୀଳତା ଆଡକୁ ଅଗ୍ରସର ହୋଇଛୁ। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲୁ, ତେଣୁ ଶତ୍ରୁକୁ ଧୂଳି ଚଟାଇବା ପାଇଁ ସଶସ୍ତ୍ର ବାହିନୀକୁ ମାତ୍ର କିଛି ଘଣ୍ଟା ସମୟ ଲାଗିଥିଲା। ଅନେକ ବିଶେଷଜ୍ଞ ପ୍ରତିରକ୍ଷା କ୍ଷେତ୍ରର ବର୍ଦ୍ଧିତ ବଜେଟ … Continue reading India Has Transformed Defence Production In 5 Years ।। ୫ ବର୍ଷରେ ବଦଳି ଗଲାଣି ଭାରତ ପ୍ରତିରକ୍ଷା ଉତ୍ପାଦନ… ଭୟରେ ଟ୍ରମ୍ପ ଗୋଡ ଧରୁଛି ମୁନିର