India has no answer to these weapons of Pakistan ।। ପାକିସ୍ତାନର ଏହି ସବୁ ଅସ୍ତ୍ରର ଉତ୍ତର ଭାରତ ପାଖରେ ନାହିଁ

ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା ଉପମହାଦେଶର ବିଭାଜନ କାଳରୁ ଜାରି ରହିଛି। ସ୍ୱାଧୀନତାର ଏତେ ବର୍ଷ ପରେ ଭାରତ ଯେଉଁଠାରେ ନିଜକୁ ବିଶ୍ୱସ୍ତରୀୟ ପରିଚୟ ଦେଇଛି, ସେଠାରେ ପାକିସ୍ତାନ ନିଜକୁ ଏକ ଏପରି ଦେଶ ଭାବେ ପ୍ରତିଷ୍ଠା କରିଛି, ଯିଏ ନିଜର ସମସ୍ତ ଅର୍ଥ ଓ ସମୟ ଆତଙ୍କବାଦକୁ ପୋଷଣ କରିବାରେ ଖର୍ଚ୍ଚ କରୁଛି। ସେଠାକାର ଜନତାଙ୍କ ପାଖରେ ଖାଦ୍ୟ ପାଇଁ ଦାନା ନଥାଇପାରେ, କିନ୍ତୁ ଗୋଦାମରେ ଏକରୁ ଅଧିକ ଉନ୍ନତ ଅସ୍ତ୍ରଶସ୍ତ୍ର ରହିଛି। ଯଦି … Continue reading India has no answer to these weapons of Pakistan ।। ପାକିସ୍ତାନର ଏହି ସବୁ ଅସ୍ତ୍ରର ଉତ୍ତର ଭାରତ ପାଖରେ ନାହିଁ