India has emerged as the global leader in fast digital payments ।। ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ ବିଶ୍ଵରେ ପ୍ରଥମ

ଦ୍ରୁତ ଏବଂ ସୁରକ୍ଷିତ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ ବିଶ୍ଵରେ ପ୍ରଥମ ସ୍ଥାନ ହାସଲ କରିଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୟୁନିଫାଏଡ୍ ପେମେଣ୍ଟସ ଇଣ୍ଟରଫେସ୍ (ୟୁପିଆଇ) ଯୋଗୁଁ ଭାରତ ଡିଜିଟାଲ୍ କାରବାରରେ ଏହି ସ୍ଥାନ ହାସଲ କରିଛି। ୨୦୧୬ରେ ନ୍ୟାସନାଲ୍ ପେମେଣ୍ଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) ଦ୍ବାରା ଆରମ୍ଭ ହୋଇଥିବା ୟୁପିଆଇ ଆଜି ଦେଶରେ ଟଙ୍କା କାରବାରର ସବୁଠାରୁ ସହଜ ଏବଂ ଲୋକପ୍ରିୟ କାରବାର ହୋଇଛି। ଏହା ଗତ … Continue reading India has emerged as the global leader in fast digital payments ।। ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ଭାରତ ବିଶ୍ଵରେ ପ୍ରଥମ