ଚିକେନ୍ ନେକକୁ ନ ଭୁଲୁ ଭାରତ, ପାକିସ୍ତାନ କୋଳରେ ବସିଥିବା ବାଂଲାଦେଶ କରିବ ଖେଳ

ଭାରତ ପହଲଗାମ ଆକ୍ରମଣର ଅପରାଧୀମାନଙ୍କୁ ଦଣ୍ଡ ଦେବା ପାଇଁ ପାକିସ୍ତାନ ଓ ପିଓକେ (PoK) ଭିତରେ ପଶି କାର୍ଯ୍ୟାନୁଷ୍ଠାନ କରିଛି ଏବଂ ଆତଙ୍କବାଦର ୯ଟି କାରଖାନାକୁ ଧ୍ୱଂସ କରିଦେଇଛି। ଯାହାକୁ ନେଇ ପାକିସ୍ତାନ ଉତ୍ତେଜିତ ଅଛି। ଗୁରୁବାର ରାତିରେ ପାକିସ୍ତାନ ପୁଣିଥରେ ଭାରତୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିବାକୁ ଉଦ୍ୟମ କରିଥିଲା, ଯାହାକୁ ଭାରତୀୟ ସେନା ମିସାଇଲ ଡିଫେନ୍ସ ସିଷ୍ଟମ ଏବଂ ଏକୀକୃତ ମାନବରହିତ ପ୍ରଣାଳୀଦ୍ୱାରା ବିଫଳ କରିଦେଇଛି। ଏହାପରେ ଭାରତ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ କରି ପାକିସ୍ତାନର … Continue reading ଚିକେନ୍ ନେକକୁ ନ ଭୁଲୁ ଭାରତ, ପାକିସ୍ତାନ କୋଳରେ ବସିଥିବା ବାଂଲାଦେଶ କରିବ ଖେଳ