Amidst the Israel-Iran war, India has hit a big jackpot ।। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ, ଭାରତ ହାତରେ ଲାଗିଲା ବଡ଼ ଜ୍ୟାକପଟ୍…

ଭାରତ ପାଇଁ ଆସିଛି ଖୁସି ଖବର। ଅଶୋଧିତ ତୈଳ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ଉପରେ ବହୁତ ନିର୍ଭରଶୀଳ। ତଥ୍ୟ ଅନୁଯାୟୀ, ଭାରତ ଅନ୍ୟ ଦେଶରୁ ଏହାର ୮୫ ପ୍ରତିଶତରୁ ଅଧିକ ଅଶୋଧିତ ତୈଳ ଆମଦାନୀ କରେ। ଏହାସହ ଭାରତ ବିଶ୍ୱରେ ଅଶୋଧିତ ତୈଳର ତୃତୀୟ ବୃହତ ଆମଦାନୀକାରୀ ଦେଶ – ଆମେରିକା ପ୍ରଥମ ସ୍ଥାନରେ ଏବଂ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସମୟରେ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ … Continue reading Amidst the Israel-Iran war, India has hit a big jackpot ।। ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ, ଭାରତ ହାତରେ ଲାଗିଲା ବଡ଼ ଜ୍ୟାକପଟ୍…