ପାକିସ୍ତାନର ସେନା ଛାଉଣିକୁ ଉଡ଼ାଇଲା ଭାରତ, ଦୀର୍ଘଗାମୀ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ

ପାକିସ୍ତାନର ସାମିରିକ ଶିବିରକୁ ଉଡ଼ାଇଛି ଭାରତ। ଦେଶ ଉପରେ ରାତିବେଳେ ପାକିସ୍ତାନ ପକ୍ଷରୁ ଯେଉଁ ଦୀର୍ଘଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ତାହାର ଜବାବରେ ଭାରତ ଯେଉଁ କ୍ଷେପଣାସ୍ତ୍ର ପକାଇଛି ସେଥିରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଛି ପାକିସ୍ତାନ। ରଫିକି, ମୁରିଦ୍‍, ଚକଲାଲା, ରହମିଆଦ୍‍ ଖାନ, ସୁକୁର ପସ୍ତୁନିଆରେ ଥିବା ସେନା ହତିଆର ଛାଉଣି, ରାଡାର କେନ୍ଦ୍ର, ଟେକ୍ନିକାଲ ସେଣ୍ଟର ଉପରେ ଆକ୍ରମଣ କରାଯାଇଥିବା ସୂଚନା ଦେଇଛି ଭାରତ। ହେଲେ ଏଥିରେ ଯେମିତି ଲୋକଙ୍କ ଉପରେ କ୍ଷତିକୁ ସର୍ବନିମ୍ନ କରାଯାଇପାରିବ … Continue reading ପାକିସ୍ତାନର ସେନା ଛାଉଣିକୁ ଉଡ଼ାଇଲା ଭାରତ, ଦୀର୍ଘଗାମୀ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ