Prime minister Narendra modi: ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସମସ୍ତେ ମେଦବହୁଳତା ହ୍ରାସ କରିବା ପାଇଁ ଦୁଇଟି କାମ କରିବା ଉଚିତ। ପ୍ରଥମତଃ, ପ୍ରତିଦିନ ବ୍ୟାୟାମ କରନ୍ତୁ ଏବଂ ଦ୍ୱିତୀୟତଃ, ସନ୍ତୁଳିତ ଖାଦ୍ୟ ନିଅନ୍ତୁ। ଦେଶରେ ପ୍ରାୟ ୧୦ କୋଟି ଲୋକ ମେଦବହୁଳର ଶିକାର ହୋଇଛନ୍ତି। ଏହି ମେଦବହୁଳ ଯୋଗୁଁ ମଧୁମେହ, ହୃଦରୋଗ ସମେତ ଅନେକ ରୋଗର ଆଶଙ୍କା ବଢ଼ିଯାଏ। ବଲିଉଡ ଅଭିନେତା ଅକ୍ଷୟ କୁମାର ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ହୃଦୟର … Continue reading ଓଜନ ହ୍ରାସର ଟିପ୍ସ ଦେଲେ ମୋଦୀ
Copy and paste this URL into your WordPress site to embed
Copy and paste this code into your site to embed