ଭାରତକୁ ରୁଷୀୟ ତେଲର ଅନୁମତି : ଆମେରିକା | India allowed to import Russian oil: US

ଲଗାତାର ଯୁଧ୍ୟ ପାଇଁ ବଢୁଛି ରାଷ୍ଟ୍ର ମାନଙ୍କରେ ଜରୁରୀ ସାମଗ୍ରୀର ପରିବହନ ଅସୁବିଧା | ଏହା ମଧ୍ୟରେ ଜଳପଥ ଓ ଆକାଶମାର୍ଗ ବାନ୍ଧି ହୋଇଛି ପରିବହନ ବିଭାଗର ହାତ | ସେ ପାଇଁ ଦୁବାଇରେ ସୁନା ରିହାତି ରେ ମିଳିବା ଆରମ୍ଭ ହେବା ପରେ ଭାରତରେ ଧୀରେଧୀରେ ମାହାଙ୍ଗା ହେବାକୁ ଲାଗିଲାଣି ଇନ୍ଧନ ଗ୍ୟାସ | ତେବେ ଏଭଳି ପରିସ୍ଥିତିରେ ଆମେରିକା ଆଡୁ ଭାରତକୁ ମିଳିଛି ସାମାନ୍ୟ ଆଶ୍ୱସ୍ତି | ଭାରତର ଇନ୍ଧନ ପାଇଁ ଅପିଲ ପରେ … Continue reading ଭାରତକୁ ରୁଷୀୟ ତେଲର ଅନୁମତି : ଆମେରିକା | India allowed to import Russian oil: US