Income Tax ।। ଆୟକର ଆଇନରେ ବଡ଼ ପରିବର୍ତ୍ତନ ହେବ ! ମିଳିବ ଏହି ସବୁ ଫାଇଦା

ଚଳିତ ବର୍ଷର ବଜେଟ୍ ଅଧିବେଶନ ୨୦୨୬ ଜାନୁଆରୀ ୨୮ ତାରିଖରୁ ଆରମ୍ଭ ହେବ । ଫେବୃଆରୀ ୧ (ରବିବାର) ସକାଳ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ୍‌କୁ ନେଇ ଦେଶବ୍ୟାପୀ ଆଶା ଓ ଉତ୍ସୁକତା ଦେଖାଦେଇଛି, କାରଣ ଏଥିରେ ଆୟକର ବ୍ୟବସ୍ଥାରେ ଏକ ବଡ଼ ଓ ଐତିହାସିକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ସରକାର ଦୀର୍ଘ ୬ ଦଶକ ଧରି ଚାଲିଆସୁଥିବା ଆୟକର ଆଇନ, ୧୯୬୧କୁ ସମ୍ପୂର୍ଣ୍ଣ ରଦ୍ଦ କରି … Continue reading Income Tax ।। ଆୟକର ଆଇନରେ ବଡ଼ ପରିବର୍ତ୍ତନ ହେବ ! ମିଳିବ ଏହି ସବୁ ଫାଇଦା