ଭାରତର କେଉଁ ରାଜ୍ୟରେ ଆପଣ କିଣିପାରିବେ ନାହିଁ ଜମି?

Land Rules: ପ୍ରତ୍ୟେକ ମଣିଷ ନିଜର ସ୍ୱପ୍ନର ଘର ତିଆରି କରିବାକୁ ଚାହାଁନ୍ତି । ଅନେକ ସମୟରେ ଜଣେ ବ୍ୟକ୍ତି ନିଜ ପସନ୍ଦର ସ୍ଥାନରେ ଘର ତିଆରି କରିବାକୁ ଚାହାଁନ୍ତି । କିନ୍ତୁ କ’ଣ ଆପଣ ଜାଣନ୍ତି କି ଭାରତରେ ଏମିତି ଅନେକ ରାଜ୍ୟ ଅଛି ଯେଉଁଠି ଆପଣ ଜମି କିଣିପାରିବେ ନାହିଁ । ପ୍ରତ୍ୟେକ ବ୍ୟକ୍ତି ନିଜର ଘର ତିଆରି କରିବା ପାଇଁ ସ୍ୱପ୍ନ ଦେଖନ୍ତି। ମଣିଷ ମଧ୍ୟ ଘର ତିଆରି କରିବା ପାଇଁ ସବୁଠାରୁ … Continue reading ଭାରତର କେଉଁ ରାଜ୍ୟରେ ଆପଣ କିଣିପାରିବେ ନାହିଁ ଜମି?