In which direction is democracy moving? || ଲୋକତନ୍ତ୍ରର ଗତି କେଉଁ ଦିଗକୁ?

ଭାରତ ୨୦୨୬ ଆଡ଼କୁ ଯେତେବେଳେ ଆଗକୁ ବଢ଼ୁଛି, ସେତେବେଳେ ଦେଶ କେବଳ ଆଉ ଗୋଟିଏ ନିର୍ବାଚନୀ ବର୍ଷ ଦିଗକୁ ନୁହେଁ, ବରଂ ଗୋଟିଏ ଗଭୀର ରାଜନୈତିକ ପରୀକ୍ଷାର ଆଡ଼କୁ ବଢ଼ୁଛି। ଦେଶର ଜନସଂଖ୍ୟାର ୧୭% ମତଦାତା ନୂତନ ରାଜ୍ୟ ସରକାର ବାଛିବେ। ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ-ଏହି ଚାରିଟି ପ୍ରମୁଖ ରାଜ୍ୟ ଏବଂ କେନ୍ଦ୍ରଶାସିତ ପୁଡୁଚେରୀର ବିଧାନସଭା ନିର୍ବାଚନ କେବଳ ସ୍ଥାନୀୟ ସରକାର ଗଠନର ପ୍ରଶ୍ନ ନୁହେଁ; ଏହା ହେଉଛି- ଭାରତ କେଉଁ ବିଚାରଧାରାରେ ଆଗକୁ ଯିବ, … Continue reading In which direction is democracy moving? || ଲୋକତନ୍ତ୍ରର ଗତି କେଉଁ ଦିଗକୁ?