ବିଜେପିରେ କାହାର ଭାଉ କମୁଛି ଓ କାହିଁକି?

ପ୍ରଥମଥର ପାଇଁ ଭୁବନେଶ୍ୱର ବାହାରକୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ଦୁଃଖସୁଖ ବୁଝିବା ଘଟଣା ସାରାରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଚର୍ଚ୍ଚା ଭିତରେ ଏକ ରାଜନୀତିକ ଘଟଣାବି ସାମ୍ନାକୁ ଆସିଛି। ତାହା ହେଉଛି ଧର୍ମେନ୍ଦ୍ରଙ୍କ ଶକ୍ତିଭେଦ। କାରଣ ସମାନ ସମୟରେ ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମାଞ୍ଚଳରେ ଥିଲେ ବି ତାଙ୍କୁ ସରକାରଙ୍କ ଅଭିଯୋଗ ଶୁଣାଣୀକୁ ଡକାଯାଇ ନାହିଁ। ଏହାଦ୍ୱାରା କୁଆଡ଼େ ମୋହନ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ରଙ୍କ ପ୍ରଭାବ … Continue reading ବିଜେପିରେ କାହାର ଭାଉ କମୁଛି ଓ କାହିଁକି?