ଓଡ଼ିଶାରେ ଅଫିସର ଭଗବାନ, ମୁଖ୍ୟମନ୍ତ୍ରୀ ସେବକ? || In Odisha, officers are God, Chief Minister servants?

ଓଡ଼ିଶାରେ ଅଧିକାରୀ ପ୍ରଭାବକୁ ନେଇ ବଢୁଛି ଚର୍ଚ୍ଚା, ଜବାବଦେହୀତା ପ୍ରସଙ୍ଗରେ ସରକାର ଉପରେ ପ୍ରଶ୍ନ ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥା ଓ ଅଧିକାରୀମାନଙ୍କ ଭୂମିକାକୁ ନେଇ ରାଜନୀତିକ ଓ ସାମାଜିକ ମହଳରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରୁ ଆରମ୍ଭ କରି ସାଧାରଣ ଜନଚର୍ଚ୍ଚା ପର୍ଯ୍ୟନ୍ତ ଏକ ପ୍ରଶ୍ନ ଘୁରୁଛି — “ଓଡ଼ିଶାରେ କି ଅଧିକାରୀମାନେ ଅତ୍ୟଧିକ ପ୍ରଭାବଶାଳୀ ହୋଇପଡ଼ିଛନ୍ତି?” ରାଜ୍ୟରେ ସରକାର ପରିବର୍ତ୍ତନ ପରେ ଲୋକମାନଙ୍କ ଆଶା ଥିଲା ଯେ ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ବଡ଼ … Continue reading ଓଡ଼ିଶାରେ ଅଫିସର ଭଗବାନ, ମୁଖ୍ୟମନ୍ତ୍ରୀ ସେବକ? || In Odisha, officers are God, Chief Minister servants?