ଜେଲରେ ହେଲା ବଡ଼ ରୋଗ, ଆଉ ଦେଖିପାରୁନାହାଁନ୍ତି ଇମ୍ରାନ ।। imran khan

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ନୂତନ ଚିନ୍ତା ସୃଷ୍ଟି ହୋଇଛି । ଜେଲ୍‌ରେ ରହୁଥିବା ସମୟରେ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି ଗୁରୁତର ଭାବେ କମିଯାଇଥିବା ତାଙ୍କ ଆଇନଜୀବୀ ଅଭିଯୋଗ କରିଛନ୍ତି । ଏହି ଘଟଣା ପାକିସ୍ତାନର ରାଜନୈତିକ ମଞ୍ଚରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି । ଇମ୍ରାନ ଖାନଙ୍କ ଓକିଲ ସଲମାନ ସାଫଦର ପାକିସ୍ତାନ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ, ଜେଲ୍‌ରେ ସମୟ ମତେ ଯଥୋଚିତ ଚିକିତ୍ସା ନମିଳିବାରୁ ତାଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି … Continue reading ଜେଲରେ ହେଲା ବଡ଼ ରୋଗ, ଆଉ ଦେଖିପାରୁନାହାଁନ୍ତି ଇମ୍ରାନ ।। imran khan