ଭାରତରେ ବାମପନ୍ଥୀ ରାଜନୀତିର ହ୍ରାସର ପ୍ରଭାବ ଓ କାରଣ

            ତେଜେଶ୍ୱର ପଟ୍ଟନାୟକ ଭାରତରେ ବାମପନ୍ଥୀ ଦଳଗୁଡ଼ିକର ପ୍ରଭାବ କ୍ରମାଗତ ଭାବରେ ହ୍ରାସ ପାଇବାରେ ଲାଗିଛି; ଯାହା ଭାରତର ରାଜନୈତିକ କ୍ଷେତ୍ରରେ ସେମାନଙ୍କର ନିର୍ବାଚନୀ ପ୍ରାସଙ୍ଗିକତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଗତ କିଛିଦଶନ୍ଧି ମଧ୍ୟରେ ସେମାନେ ଜାତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ହରାଇଛନ୍ତି ଏବଂ ଏହି ଧାରା ନିକଟରେ ନିର୍ବାଚନ ଫଳାଫଳରେ ପ୍ରତିଫଳିତ ହୋଇଛି। ଏକଦା ଶକ୍ତିଶାଳୀ ରାଜନୀତିକ ଶକ୍ତିଭାବେ ପରିଗଣିତ ବାମପନ୍ଥୀମାନେ ନିଜର ସମର୍ଥନ ଭିତ୍ତିଭୂମି, ନିର୍ବାଚନୀ … Continue reading ଭାରତରେ ବାମପନ୍ଥୀ ରାଜନୀତିର ହ୍ରାସର ପ୍ରଭାବ ଓ କାରଣ