ଆମେରିକାରୁ ଭାରତକୁ ଫେରିଲେ ଅବୈଧ ଭାରତୀୟ ପ୍ରବାସୀ

Donald Trump:ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଅବୈଧ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିବା ପରେ ସୋମବାର ୨୦୫ ଜଣ ବେଆଇନ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକାର ଏକ ସାମରିକ ବିମାନ ପଞ୍ଜାବର ଅମୃତସର ଅଭିମୁଖେ ଯାତ୍ରା କରିଥିଲା। ବର୍ତ୍ତମାନ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ଭାରତରେ ପହଞ୍ଚିଲା ଆମେରିକାର ସାମରିକ ବିମାନ ସି-୧୭ । ଏହି ବିମାନ ଯୋଗେ ପ୍ରଥମ ପର୍ଯ୍ୟାୟ ଅବୈଧ ଭାରତୀୟ ପ୍ରବାସୀ ଭାରତରେ ପହଞ୍ଚିଛନ୍ତି । ପ୍ରଥମ ବ୍ୟାଚ୍‌ରେ ୨୦୫ ଭାରତୀୟ ଅମୃତସର … Continue reading ଆମେରିକାରୁ ଭାରତକୁ ଫେରିଲେ ଅବୈଧ ଭାରତୀୟ ପ୍ରବାସୀ