ଆଇଆଇଟି ମୁମ୍ବାଇରୁ ମହାକୁମ୍ଭ, ଜଣେ ଏରୋସ୍ପେଶ୍ ଇଂଜିନିୟରଙ୍କ ମୋକ୍ଷ ସନ୍ଧାନ ଯାତ୍ରାର କାହାଣୀ

Mahakumbha-2025: ‘ମସଣି ଗୋରଖ, ବଟୁକ ଭୈରବ, ରାଘବ, ମାଧବ, ସର୍ବେଶ୍ୱରୀ, ଜଗଦୀଶେଶ୍ୱରୀ ବା ଜଗଦୀଶ…’, ଯେତେବେଳେ କୁମ୍ଭକୁ ଆସିଥିବା ଏହି ସନ୍ନ୍ୟାସୀଙ୍କୁ ତାଙ୍କ ନାମ ପଚରାଗଲା, ସେ କହିଲେ ଯେ ଏଗୁଡ଼ିକ ମୋର ନାମ, ଯାହା ମୁଁ କହିବି। ଆଇଆଇଟି ମୁମ୍ବାଇର ଏହି ଏରୋସ୍ପେସ୍ ଇଞ୍ଜିନିୟରଙ୍କ କାହାଣୀ ଯେତିକି ଉତ୍‍ଥାନ-ପତନରେ ଭରି ରହିଛି, ସେତିକି ରହସ୍ୟମୟ। କୋଟି କୋଟି ଟଙ୍କାର ପ୍ୟାକେଜ୍ ଓ କର୍ପୋରେଟ୍ ଜଗତର ଆକର୍ଷଣ ଛାଡ଼ି ପ୍ରୟାଗରାଜର ବାଲିରେ କ’ଣ କରୁଛନ୍ତି ଏହି ଯୁବ … Continue reading ଆଇଆଇଟି ମୁମ୍ବାଇରୁ ମହାକୁମ୍ଭ, ଜଣେ ଏରୋସ୍ପେଶ୍ ଇଂଜିନିୟରଙ୍କ ମୋକ୍ଷ ସନ୍ଧାନ ଯାତ୍ରାର କାହାଣୀ