Big success of IISc, machine will pick out voices from amid noise ଆଇଆଇଏସିସିର ବଡ଼ ସଫଳତା, ଭିଡ଼ ଭିତରୁ ସ୍ୱର ବାଛିବ ମେସିନ

ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ର ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଏକ ପ୍ରୟୋଗଶାଳାରେ ମେସିନକୁ ମଣିଷ ଭଳି କଥା ଶୁଣିବା ପାଇଁ ପ୍ରସ୍ତୁତ କରାଯାଉଛି। ଡକ୍ଟର ଶ୍ରୀରାମ ଗଣପତି ଯାହା ଅଧିକାଂଶ ମଣିଷ ସହଜରେ କରିଥାନ୍ତି ତାକୁ ମେସିନଗୁଡ଼ିକୁ ଶିଖାଇବାକୁ ଚେଷ୍ଟା କରୁଛନ୍ତି, ବାସ୍ତବ ଦୁନିଆର ଶବ୍ଦ ମଧ୍ୟରୁ କଥା ବୁଝିବା କାମ ଏବେ ମେସିନ କରିବ। ତାଙ୍କର ଲର୍ଣ୍ଣିଂ ଆଣ୍ଡ୍ ଏକ୍ସଟ୍ରାକ୍ସନ୍ ଅଫ୍ ଆକୋଷ୍ଟିକ୍ ପ୍ୟାଟର୍ଣ୍ଣସ୍(LEAP) ପ୍ରୟୋଗଶାଳା ସହିତ, ସେ ମଣିଷ କିପରି କଥା … Continue reading Big success of IISc, machine will pick out voices from amid noise ଆଇଆଇଏସିସିର ବଡ଼ ସଫଳତା, ଭିଡ଼ ଭିତରୁ ସ୍ୱର ବାଛିବ ମେସିନ