ବିଶ୍ୱସ୍ତରୀୟ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ ହେବ ଆଇଆଇଏମସି

IIMC: ଯେଉଁଠି କାମ କଲେ ସୁଦ୍ଧା ରାଷ୍ଟ୍ରକୁ ସର୍ବଦା ଅଗ୍ରାଧିକାର ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ଜନସଞ୍ଚାର ପ୍ରତିଷ୍ଠାନ (ଆଇଆଇଏମସି)ର ୫୬ତମ ସମାବର୍ତ୍ତନ ସମାରୋହ ମଙ୍ଗଳବାର ଆୟୋଜିତ ହୋଇଯାଇଛି। ମହାତ୍ମା ଗାନ୍ଧି ମଞ୍ଚ, ଆଇଆଇଏମସି, ନୂଆଦିଲ୍ଲୀଠାରେ ଏହା ଆୟୋଜନ କରାଯାଇଥିଲା। ଆଇଆଇଏମସିର କୁଳପତି ତଥା କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ … Continue reading ବିଶ୍ୱସ୍ତରୀୟ ଗଣମାଧ୍ୟମ ବିଶ୍ୱବିଦ୍ୟାଳୟ ହେବ ଆଇଆଇଏମସି