ଦୁର୍ଗମ ଓଡ଼ିଶାରେ ଆଦିବାସୀ ଯୁବକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆଇଜି ଡ୍ରୋନ୍ ନିର୍ମାଣ କଲା ସେଣ୍ଟର

IG Drones: ଦେଶରେ ଡ୍ରୋନ୍ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର ପାଇଁ ମାନବ ସମ୍ବଳ ସୃଷ୍ଟି କରିବାରେ ସହାୟକ ହେବ। କେନ୍ଦ୍ରର ବିକଶିତ ଭାରତ ମିଶନ ଅନୁଯାୟୀ କଳାହାଣ୍ଡି ଜିଲ୍ଲାରେ ସ୍ଥାନୀୟ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇଏସ) ପ୍ରତିଷ୍ଠା କରିବା ପାଇଁ ଡ୍ରୋନ ସଲ୍ୟୁସନ୍ ପ୍ରୋଭାଇଡର ଆଇଜି ଡ୍ରୋନକୁ ଦାୟିତ୍ୱ ଦେଇଛନ୍ତି ସାଂସଦ ସୁଜିତ କୁମାର । ଆଦିବାସୀ ଯୁବକ ଓ ମହିଳାଙ୍କ ପାଇଁ ସରକାରଙ୍କ ସଂସଦ ଆଦର୍ଶ ଗ୍ରାମ ଯୋଜନା (ଏସ୍ଏଜିୱାଇ) … Continue reading ଦୁର୍ଗମ ଓଡ଼ିଶାରେ ଆଦିବାସୀ ଯୁବକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆଇଜି ଡ୍ରୋନ୍ ନିର୍ମାଣ କଲା ସେଣ୍ଟର