ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଇଏଫଏସ ଅଧିକାରୀ ନିଧି ତିୱାରୀ

Nidhi Tewari : ଆଇଏଫଏସ ଅଧିକାରୀ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରାଯାଇଛି । ୨୦୧୪ ବ୍ୟାଚ୍ ର ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍) ଅଧିକାରୀ ତିଓ୍ଵାରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ ଓ)ରେ ଉପସଚିବ ଭାବେ କାର୍ଯ୍ୟ କରୁଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି ମିଳିତ ଭାବେ ତିୱାରୀଙ୍କୁ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ କରିବାକୁ ଅନୁମୋଦନ କରିଛି ବୋଲି ମାର୍ଚ୍ଚ ୨୯ ତାରିଖର ନିର୍ଦ୍ଦେଶନାମାରେ କୁହାଯାଇଛି। ALSO READ: https://purvapaksa.com/woman-cannot-be-forced-to-undergo-virginity-test-it-violates-article-21-of-the-constitution-chhattisgarh-hc/ ମହିଳାଙ୍କୁ … Continue reading ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଆଇଏଫଏସ ଅଧିକାରୀ ନିଧି ତିୱାରୀ