‘ପୋଷା କୁକୁର ରଖୁଥିଲେ ଏସବୁ ନିୟମ ପ୍ରତି ରୁହନ୍ତୁ ହୁସିଆର’; ଭୁବନେଶ୍ୱରର କୁକୁର ମାଲିକମାନଙ୍କୁ ମେୟର ସୁଲୋଚନା ଦାସଙ୍କ ଚେତାବନୀ || ‘If you keep a pet dog, please follow these rules’; Mayor Sulochana Das warns dog owners of Bhubaneswar

ଘରେ ପୋଷା କୁକୁର ରଖିବା ଜଣଙ୍କର ବ୍ୟକ୍ତିଗତ ପସନ୍ଦ ହୋଇପାରେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି କୁକୁର ଅନ୍ୟମାନଙ୍କ ପାଇଁ ବିପଦ ସୃଷ୍ଟି କରିବ କିମ୍ବା ସହରର ସୌନ୍ଦର୍ଯ୍ୟ ନଷ୍ଟ କରିବ। ପଞ୍ଜାବର ପଟିଆଲାରେ ପୋଷା କୁକୁର ଆକ୍ରମଣରେ ଏକ ଦମ୍ପତି ଗୁରୁତର ଆହତ ହେବା ଘଟଣା ପରେ ଭୁବନେଶ୍ୱର ମହାନଗର ନିଗମ (BMC) ର ମେୟର ସୁଲୋଚନା ଦାସ ରାଜଧାନୀର କୁକୁର ମାଲିକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଯଦି କୌଣସି ପୋଷା କୁକୁର … Continue reading ‘ପୋଷା କୁକୁର ରଖୁଥିଲେ ଏସବୁ ନିୟମ ପ୍ରତି ରୁହନ୍ତୁ ହୁସିଆର’; ଭୁବନେଶ୍ୱରର କୁକୁର ମାଲିକମାନଙ୍କୁ ମେୟର ସୁଲୋଚନା ଦାସଙ୍କ ଚେତାବନୀ || ‘If you keep a pet dog, please follow these rules’; Mayor Sulochana Das warns dog owners of Bhubaneswar