ଦମ୍‍ ଅଛି ତ ମୋଦୀଙ୍କୁ ଫେରାଦ ହୁଅ! || If you have the courage, appeal to Modi!

ଭାରତୀୟ ରାଜନୀତିର ଇତିହାସରେ କିଛି ଚରିତ୍ର ଏମିତି ଥାନ୍ତି, ଯେଉଁମାନଙ୍କୁ ନେଇ ବିବାଦ କେବେ ସମାପ୍ତ ହୁଏନାହିଁ। ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ସେମାନଙ୍କ ମଧ୍ୟରୁ ଜଣେ। ନିକଟରେ ସଂସଦରେ ବିଜେପିର ଟାଣୁଆ ନେତା ତଥା ସାଂସଦ ଡ. ନିଶିକାନ୍ତ ଦୁବେଙ୍କ ଏକ ବକ୍ତବ୍ୟ ଓଡ଼ିଶା ରାଜନୀତିର ପାରଦକୁ ହଠାତ୍ ବଢ଼ାଇ ଦେଇଛି। କଂଗ୍ରେସ ଓ ଜବାହାରଲାଲ ନେହେରୁଙ୍କୁ ଆକ୍ରମଣ କରିବା ବାହାନାରେ ନିଶିକାନ୍ତ ବିଜୁ ପଟ୍ଟନାୟକଙ୍କ ‘ସିଆଇଏ’ (CIA) ସମ୍ପର୍କ କଥା ଉଠାଇଛନ୍ତି। କିନ୍ତୁ … Continue reading ଦମ୍‍ ଅଛି ତ ମୋଦୀଙ୍କୁ ଫେରାଦ ହୁଅ! || If you have the courage, appeal to Modi!