ଆଇନର ରକ୍ଷକ ଯଦି ଭକ୍ଷକ ସାଜେ, ନ୍ୟାୟର ଗତି କୁଆଡ଼େ? ସଚିବାଳୟ ସେବାରେ ସଂରକ୍ଷଣ ଆଇନ ମୁଖ୍ୟମନ୍ତ୍ରୀଙ୍କ ହାତରେ ଖୋଲା ଉଲଂଘନ

ଖୋଦ୍‍ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ସଂରକ୍ଷଣ ନିୟମ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟର ଖୋଲା ଉଲଂଘନ ହୋଇଛି ସଚିବାଳୟର ଗୃହ ବିଭାଗରେ। ନା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଇନକୁ ମାନିଲେ, ନା ମୁଖ୍ୟମନ୍ତ୍ରୀ ତା’କୁ ତର୍ଜ୍ଜମା କଲେ। ସଚିବ ଯାହା ସୁପାରିଶ କଲେ, ମୁଖ୍ୟମନ୍ତ୍ରୀ ତା’କୁ ଯଥା ପ୍ରସ୍ତାବିତର ମୋହର ଲଗାଇଲେ। ଅଭିଯୋଗ ହେଉଛି– ସତେ ଯେପରି ଦେଶର ଆଇନକୁ ସମ୍ମାନ ଦେବାକୁ କାହାରି ସମୟ ନାହିଁ, କେହି ଯତ୍ନବାନ ନୁହନ୍ତି। ବିଗତ ୨୦୦୭ ବର୍ଷରୁ … Continue reading ଆଇନର ରକ୍ଷକ ଯଦି ଭକ୍ଷକ ସାଜେ, ନ୍ୟାୟର ଗତି କୁଆଡ଼େ? ସଚିବାଳୟ ସେବାରେ ସଂରକ୍ଷଣ ଆଇନ ମୁଖ୍ୟମନ୍ତ୍ରୀଙ୍କ ହାତରେ ଖୋଲା ଉଲଂଘନ