If the amount of ammonium nitrate was high; Chandani Chowk would have blown away || ଆମୋନିୟମ୍ ନାଇଟ୍ରେଟର ପରିମାଣ ଅଧିକ ଥିଲେ; ଉଡିଯାଇଥାନ୍ତା ଚାନ୍ଦନୀ ଚୌକ

ଲାଲକିଲ୍ଲା ବିସ୍ଫୋରଣକୁ ଫରିଦାବାଦରେ ପ୍ରାୟ ୩,୦୦୦କିଲୋଗ୍ରାମ ବିସ୍ଫୋରକ ଉଦ୍ଧାର ହୋଇଥିବା ଘଟଣା ସହିତ ଯୋଡାଯାଉଛି। ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ବ୍ୟବହୃତ ବିସ୍ଫୋରକ ଆମୋନିୟମ୍ ନାଇଟ୍ରେଟ୍ ହୋଇପାରେ। ସୂତ୍ର ଅନୁସାରେ ଆଜି ସକାଳେ ଫରିଦାବାଦରେ ସମାନ ବିସ୍ଫୋରକ ଜବତ ହୋଇଛି। ଏହି ବିସ୍ଫୋରକକୁ ଆତଙ୍କବାଦୀ କୋଡ୍ ୱାର୍ଡରେ ଧଳା ପାଉଡର ମଧ୍ୟ କୁହାଯାଏ। ଆମୋନିୟମ୍ ନାଇଟ୍ରେଟ୍ ମଧ୍ୟ ଧଳା ରଙ୍ଗର। ସୂତ୍ରରୁ ଜଣାପଡୁଛି ଯେ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣର ଅଭିଯୁକ୍ତ ପୁଲୱାମାର ଡକ୍ଟର … Continue reading If the amount of ammonium nitrate was high; Chandani Chowk would have blown away || ଆମୋନିୟମ୍ ନାଇଟ୍ରେଟର ପରିମାଣ ଅଧିକ ଥିଲେ; ଉଡିଯାଇଥାନ୍ତା ଚାନ୍ଦନୀ ଚୌକ