If not Aadhar, what documents are valid proof of Indian citizenship? ।। ଯଦି ଆଧାର ନୁହେଁ, ତେବେ କେଉଁ ଡକ୍ୟୁମେଣ୍ଟଗୁଡ଼ିକ ଭାରତୀୟ ନାଗରିକତା ପାଇଁ ବୈଧ ପ୍ରମାଣ?

ବର୍ତ୍ତମାନ ସମୟରେ ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପଲଟିଛି, କିନ୍ତୁ ଏହା ନାଗରିକତା ପ୍ରମାଣ ପାଇଁ ଆବଶ୍ୟକ କାଗଜପତ୍ର ନୁହେଁ । ତେବେ ଆପଣ ଆଧାର କାର୍ଡ ବିନା କେମିତି ନିଜ ନାଗରିକତା ପ୍ରମାଣ କରିପାରିବେ ଆସନ୍ତୁ ଜାଣିବା। ଭାରତୀୟ ନିର୍ବାଚନ ଆୟୋଗ (ECI) ଏକ ସାମ୍ପ୍ରତିକ ଶୁଣାଣିରେ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ଆଧାର ଭାରତୀୟ ନାଗରିକତାର ଏକ ବୈଧ ପ୍ରମାଣ ନୁହେଁ। ତେଣୁ, ଭାରତରେ ଆପଣଙ୍କର ନାଗରିକତା ପ୍ରମାଣ କରିବା … Continue reading If not Aadhar, what documents are valid proof of Indian citizenship? ।। ଯଦି ଆଧାର ନୁହେଁ, ତେବେ କେଉଁ ଡକ୍ୟୁମେଣ୍ଟଗୁଡ଼ିକ ଭାରତୀୟ ନାଗରିକତା ପାଇଁ ବୈଧ ପ୍ରମାଣ?