If India dies, who will live? ।। ଯଦି ଭାରତ ମରିଯାଏ ତେବେ ବଞ୍ଚିବ କିଏ?

ଯେକୌଣସି ଗଣତନ୍ତ୍ରରେ ରାଜନୀତି ହେଉକି ଅନ୍ୟ କିଛି ହେଉ ସେଥିରେ ପ୍ରତିଯୋଗିତା ରହିବ । ଫଳସ୍ୱରୂପ, ଯେତେବେଳେ ମୋ ଭଳି ଲୋକ କୁହନ୍ତି ଯେ ଆମେ ଆମ ଦଳଗୁଡ଼ିକୁ ସମ୍ମାନ କରୁ, ସେତେବେଳେ ଆମେ କିଛି ମୂଲ୍ୟବୋଧ କଥା ହିଁ କହିଥାଉ । ଏହି ଦୃଢ଼ ବିଶ୍ୱାସ ହିଁ ଆମକୁ ଆମ ଦଳରେ ରଖିଥାଏ । କିନ୍ତୁ ଜାତୀୟ ସୁରକ୍ଷା ସ୍ୱାର୍ଥରେ ଆମକୁ ଅନ୍ୟ ଦଳ ସହିତ ସହଯୋଗ କରିବାର ଆବଶ୍ୟକତା ରହିଛି – ଯେଉଁ ପ୍ରଶ୍ନ … Continue reading If India dies, who will live? ।। ଯଦି ଭାରତ ମରିଯାଏ ତେବେ ବଞ୍ଚିବ କିଏ?