Identity Card to ShreeJagannath ।। ଶ୍ରୀ ଜଗନ୍ନାଥଙ୍କୁ ପରିଚୟପତ୍ର

ଶୀର୍ଷକ ଦେଖି ଆପଣଙ୍କୁ ଅଡ଼ୁଆ ଲାଗୁଥାଇପାରେ। ଆପଣଙ୍କ ମନରେ ଦ୍ୱନ୍ଦ୍ୱ ଆସୁଥାଇପାରେ। ଭାବୁଥିବେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଇଁ ପୁଣି ପରିଚୟପତ୍ରର କି ଆବଶ୍ୟକତା? କାଳ କାଳରୁ ସେ ଆମ ମହାଦେବତା; ତାଙ୍କରି ନାଁରେ ଆମର ଜନ୍ମ ନିର୍ଦ୍ଧାରଣ, ତାଙ୍କରି ନୀତିରେ ଆମର ଜାତକ ପ୍ରସ୍ତୁତି, ତାଙ୍କୁ ଉତ୍ସର୍ଗ କରି ତ ଏ ଜୀବନ। ପୁଣି ତାଙ୍କୁ ପରିଚୟ ମାଗିବା ଧ୍ରୁଷ୍ଟତା, ଅହଙ୍କାରର ପରିଚୟ ନୁହେଁ କି? କିନ୍ତୁ ବର୍ତ୍ତମାନ ଯେଉଁଭଳି ଭାବେ ଏହି ସର୍ବପୂରାତନ ମାନବୀୟ … Continue reading Identity Card to ShreeJagannath ।। ଶ୍ରୀ ଜଗନ୍ନାଥଙ୍କୁ ପରିଚୟପତ୍ର