IAS officer Santosh Varma suspended for seeking Brahmin bride for son || ବ୍ରାହ୍ମଣ ବୋହୂ ଖୋଜୁଥିବା IAS ଅଧିକାରୀ ସନ୍ତୋଷ ବର୍ମା ନିଲମ୍ବିତ

ଆରକ୍ଷଣ ଉପରେ ବିବାଦୀୟ ମନ୍ତବ୍ୟ ଦେବା ପାଇଁ ମଧ୍ୟପ୍ରଦେଶ ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ସନ୍ତୋଷ ବର୍ମାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ବୁଧବାର ବିଳମ୍ବିତ ରାତିରେ ତୁରନ୍ତ ନିଲମ୍ବିତ କରିଛନ୍ତି। ୨୦୧୧ ବ୍ୟାଚ୍ ଅଧିକାରୀ ସନ୍ତୋଷ ବର୍ମା ବର୍ତ୍ତମାନ କୃଷି ଏବଂ କୃଷକ କଲ୍ୟାଣ ବିଭାଗରେ ଉପସଚିବ ଭାବରେ ନିଯୁକ୍ତ ଥିଲେ। ସନ୍ତୋଷ ବର୍ମାଙ୍କ ବିବାଦୀୟ ବୟାନ ଘଟଣା ନଭେମ୍ବର ୨୨ ତାରିଖରେ ଆରମ୍ଭ … Continue reading IAS officer Santosh Varma suspended for seeking Brahmin bride for son || ବ୍ରାହ୍ମଣ ବୋହୂ ଖୋଜୁଥିବା IAS ଅଧିକାରୀ ସନ୍ତୋଷ ବର୍ମା ନିଲମ୍ବିତ