କାଲି ସକାଳେ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବି! || I will resign as Prime Minister tomorrow morning!

ଆଜିର ରାଜନୀତିକୁ ଦେଖିଲେ ପ୍ରାୟତଃ ଗୋଟିଏ କଥା ଆମ ମନକୁ ଆସେ— “ରାଜନୀତିରେ ଆଉ ନୈତିକତା ନାହିଁ, ଚରିତ୍ର ନାହିଁ, କି ସଚ୍ଚୋଟତା ନାହିଁ।” ଆଜିକାଲି ନେତାମାନେ ଚେୟାର୍ ବା ପଦବୀ ପାଇଁ କିଛି ବି କରିବାକୁ ପ୍ରସ୍ତୁତ। କିନ୍ତୁ ଏହି ଭାରତ ବର୍ଷରେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ, ଯିଏ ନିଜ ପୁଅର ଚାକିରି ପାଇଁ ନିଜ ପ୍ରଧାନମନ୍ତ୍ରୀ ପଦକୁ ବାଜି ଲଗାଇ ଦେଇଥିଲେ? ଯିଏ ନିଜ ପୁଅକୁ ସିଧା ସିଧା କହିଦେଇଥିଲେ— “ହୁଏତ ଆଜି … Continue reading କାଲି ସକାଳେ ମୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବି! || I will resign as Prime Minister tomorrow morning!