ଅବସର ଆଶଙ୍କାରୁ ପରଦା ଉଠିଲା: ରୋହିତ କହିଲେ, ମୁଁ ଏହି ଟେଷ୍ଟରୁ ଓହରିଛି, ଅବସର ନେଇନି

ସବୁ ଆଲୋଚନା, ପର୍ଯ୍ୟାଲୋଚନାର ଅନ୍ତ ଘଟାଇଲେ ମୁଁ ଏତେ ଦୂରରୁ ଏଠାକୁ ଆସିଛି, କେବଳ ଖେଳିବା ପାଇଁ ଓ ମୋ ଦଳକୁ ଜିତାଇବା ପାଇଁ। ମୁଁ ବାହାରେ ବସିବାକୁ ଆସିନାହିଁ। ମୁଁ ବି ମ୍ୟାଚ୍‍ ଖେଳିବାକୁ ଚାହୁଁଛି, ଦଳକୁ ଜିତାଇବାକୁ ଚାହୁଁଛି। ୨୦୦୭ରେ ଯେତେବେଳେ ମୁଁ ପ୍ରଥମ କରି ଡ୍ରସିଂ ରୁମ୍‍କୁ ଆସିଥିଲି, ସେବେଠୁ ଆଜି ପର୍ଯ୍ୟନ୍ତ କେବଳ ଗୋଟିଏ ଲକ୍ଷ୍ୟ ରହିଛି, ମୋ ଦଳକୁ ମ୍ୟାଚ ଜିତାଇବି। ଚଳିତ ବର୍ଡ-ଗାଭାସ୍କର ଟ୍ରଫିର ପଞ୍ଚମ ଟେଷ୍ଟରୁ ରୋହିତ … Continue reading ଅବସର ଆଶଙ୍କାରୁ ପରଦା ଉଠିଲା: ରୋହିତ କହିଲେ, ମୁଁ ଏହି ଟେଷ୍ଟରୁ ଓହରିଛି, ଅବସର ନେଇନି