‘ଆଇ ଲଭ୍ ମହମ୍ମଦ’ ସହ ଜଡ଼ିତ ବିବାଦ ନେଇ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଇସଲାମିକ ମୌଳବାଦୀଙ୍କ ଭିଡ଼ ହିଂସାତ୍ମକ ପ୍ରଦର୍ଶନ କରୁଛନ୍ତି। ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ଗୁଜରାଟ ସମେତ ଦେଶର ଅନେକ ରାଜ୍ୟରେ ଏହା ସହ ଜଡ଼ିତ ପ୍ରଦର୍ଶନ ସମୟରେ ହିଂସା ଘଟିଛି। ଏହାର ଆରମ୍ଭ କାନପୁରରେ ଦାଏର ଏକ ଏଫଆଇଆରରୁ ହୋଇଛି। ବିଭିନ୍ନ ସହରରେ ପୁଲିସ ଉପରେ ପଥର ମାଡ଼ ହୋଇଛି ଏବଂ ଶୋଭାଯାତ୍ରାରେ ଖୋଲାଖୋଲି ‘ସର ତନ ସେ ଜୁଦା’ ନାରା ଦିଆଯାଉଛି। … Continue reading “I Love Muhammad” banner row sparks violent protests across India ।। ‘ଆଇ ଲଭ୍ ମହମ୍ମଦ’ ନାମରେ ଦେଶବ୍ୟାପି ମୁସଲିମ୍ ମୌଳବାଦୀଙ୍କ ଦାଦାଗିରୀ, କେଉଁଠି ହାତ କାଟର ଧମକ ତ କେଉଁଠି କହୁଛନ୍ତି କାଟିବୁ ମୁଣ୍ଡ !
Copy and paste this URL into your WordPress site to embed
Copy and paste this code into your site to embed