I can’t believe it – man took out a loan to cover divorce expenses ।। ବିଶ୍ୱାସ କରି ହେଉନି – ଛାଡ଼ପତ୍ର ଖର୍ଚ୍ଚ ପାଇଁ ଋଣ ନେଊଛନ୍ତି ପୁରୁଷ

ଭାରତରେ ଦାମ୍ପତ୍ୟ ଜୀବନ କଳହପୂର୍ଣ୍ଣ ହେବାରେ ଲାଗିଛି। ଏଥିଯୋଗୁଁ ଦିନକୁ ଦିନ ଛାଡ଼ପତ୍ର ମାମଲା ବଢ଼ି ଚାଲିଛି। ଏହା କାରଣ ଜାଣିବା ଏକ ଆର୍ଥିକ ପରାମର୍ଶଦାତା କମ୍ପାନୀ କରିଥିବା ସର୍ଭେରୁ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏଥିରୁ ଜଣାପଡ଼ିଛି ଯେ ବିବାହ ପରେ ୪୨ ପ୍ରତିଶତ ପୁରୁଷ ଛାଡ଼ପତ୍ର ସମ୍ବନ୍ଧିତ ଖର୍ଚ୍ଚ ପାଇଁ ଋଣ ନେଇଛନ୍ତି। ସେହିପରି ୪୬ ପ୍ରତିଶତ ମହିଳା କାମ କରିବା ଛାଡ଼ି ଦେଇଥିଲେ କିମ୍ବା ହ୍ରାସ କରିଥିଲେ। ‘ୱାନ ଫାଇନାନ୍ସ ଆଡଭାଇଜର କମ୍ପାନୀ’ର … Continue reading I can’t believe it – man took out a loan to cover divorce expenses ।। ବିଶ୍ୱାସ କରି ହେଉନି – ଛାଡ଼ପତ୍ର ଖର୍ଚ୍ଚ ପାଇଁ ଋଣ ନେଊଛନ୍ତି ପୁରୁଷ