ମୁଁ ମୁକୁ ଭାଇଙ୍କ ଲୋକ! || “I Am Muku Bhai’s Man!” Dharmendra Pradhan’s Return in Odisha

କାହିଁକି ଆଉ କୋଉ ସ୍ୱାର୍ଥ ପାଇଁ ଏବେ ବିଜେପି ନେତାଙ୍କ ଭିତରେ ‘ମୁଁ ମୁକୁ ଭାଇଙ୍କ ଲୋକ’ ବୋଲି ଦେଖେଇ ହେବାର ଗୋଟିଏ କମ୍ପିଟିସନ୍ ଚାଲିଛି? କିନ୍ତୁ ଏହି ସବୁ ଭିତରେ, କିଛି ନେତା ଏବେ ମଝି ଦରିଆରେ ଫସିଗଲା ଭଳି ଅଡୁଆରେ ପଡ଼ିଯାଇଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆଜି ଓଡ଼ିଶାରେ ଆସି ପହଞ୍ଚିଛନ୍ତି ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓରଫ ‘ମୁକୁ ଭାଇ’। ଆଉ … Continue reading ମୁଁ ମୁକୁ ଭାଇଙ୍କ ଲୋକ! || “I Am Muku Bhai’s Man!” Dharmendra Pradhan’s Return in Odisha