ଲଞ୍ଚ ହେବ Hyundai Creta Electric, ଜାଣନ୍ତୁ ଏହାର ଟପ୍ ୫ ଫିଚର୍ସ

ଭାରତୀୟ ବଜାରରେ Hyundai Creta Electric ଲଞ୍ଚ ହେବାକୁ ପ୍ରସ୍ତୁତ ହେଉଛି । ଅଟୋମେକର୍ସ ଏହି ଗାଡ଼ିର ଫିଚର୍ସଗୁଡିର ଲିଷ୍ଟ ପ୍ରକାଶ କରିଛନ୍ତି । ଏହା ସହିତ SUV ର ଇଣ୍ଟେରିୟର ବିଷୟରେ ମଧ୍ୟ ପ୍ରକାଶ ପାଇଛି । ଏହି ଯଦି ଏହି ନୂଆ କାର୍ ମଡେଲକୁ ଷ୍ଟାଣ୍ଡାର୍ଡ କ୍ରେଟା ସହିତ ତୁଳନା କରାଯାଏ, ତେବେ ଏହି ଦୁଇଟି ମଡେଳରେ ଡିଜାଇନ୍ ଏବଂ ଫ୍ରଣ୍ଟ ଫିଚର୍ସରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳିବ । Hyundai ର Electric … Continue reading ଲଞ୍ଚ ହେବ Hyundai Creta Electric, ଜାଣନ୍ତୁ ଏହାର ଟପ୍ ୫ ଫିଚର୍ସ