ସରିଗଲା ମାନବିକତା ; ବଳାତ୍କାର ପୀଡିତାଙ୍କ ଶରୀରରୁ ମିଳିଲା ଜୀବନ୍ତ ବାରୂଦ , ପଥର ଏବଂ କାଠ ଖଣ୍ଡ || Humanity is over; live ammunition, stones and pieces of wood found in rape victim’s body

ଦେଶ ପୁଣି ଠାରେ ଦୋହରେଇଛି ‘ନିର୍ଭୟା’ ଘଟଣା । ବିହାରରେ ଘଟିଛି ଏଭଳି ଛାତିଥରା କାଣ୍ଡ ‘ନିର୍ଭୟା ପାର୍ଟ-୨’ । ୨୦୨୬ ଜୁନ୍ ୧୨ ରାତିରେ ବେଗୁସରାଇରେ ଘଟିଥିବା ଅପରାଧ, ଡିସେମ୍ବର ୧୬, ୨୦୧୨ରେ ଦିଲ୍ଲୀରେ ଘଟିଥିବା କୁଖ୍ୟାତ ‘ନିର୍ଭୟା ମାମଲା’କୁ ଆଉଥରେ ମନେ ପକେଇ ଦେଇଛି । କେବଳ ପାର୍ଥକ୍ୟ ହେଉଛି ଯେ ମୂଳ ‘ନିର୍ଭୟା’ ଘଟଣା ସ୍ଥଳରେ ଜୀବନ ହରିଦେଇଥିଲା ଆଉ ବେଗୁସରାଇର ‘ନିର୍ଭୟା’ ସେହି ଅଗ୍ନିପରୀକ୍ଷାକୁ ବର୍ଣ୍ଣନା କରିବା ପାଇଁ ଜୀବନ ମାରଣ … Continue reading ସରିଗଲା ମାନବିକତା ; ବଳାତ୍କାର ପୀଡିତାଙ୍କ ଶରୀରରୁ ମିଳିଲା ଜୀବନ୍ତ ବାରୂଦ , ପଥର ଏବଂ କାଠ ଖଣ୍ଡ || Humanity is over; live ammunition, stones and pieces of wood found in rape victim’s body