କୂଅରେ ପଡ଼ିଲା ହାତୀ ଛୁଆ , ତାପରେ ଏମିତି ହେଲା ।। Human Wildlife Conflict

କେନ୍ଦୁଝର ଜିଲ୍ଲାରେ ଘଟିଛି ଏକ ଦୁଃଖଦ ଘଟଣା। କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ କାଠବାଉଁଶୁଳି ଗାଁରେ କୂଅରେ ପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ଗାଁର ବାସିନ୍ଦା ମୋହନ ଚରଣ ମହାନ୍ତଙ୍କ ଘର ପାଖରେ ଥିବା ଖୋଲା କୂଅରେ ଏହି ଅପମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାଟି ଅଞ୍ଚଳରେ ଶୋକର ଛାୟା ପ୍ରସାର କରିଛି। ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ପ୍ରାୟ ୧୦ଟିଆ ହାତୀପଲ ଗାଁ ନିକଟରୁ ଅତିକ୍ରମ କରୁଥିଲା। ଏହି ସମୟରେ ଏକ ହାତୀଛୁଆ ଅସାବଧାନତାବଶତଃ ଖୋଲା କୂଅରେ … Continue reading କୂଅରେ ପଡ଼ିଲା ହାତୀ ଛୁଆ , ତାପରେ ଏମିତି ହେଲା ।। Human Wildlife Conflict