ମାନବିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ

General Bipin Rawat : ୧୩ତମ ପ୍ରତିରକ୍ଷା ଯୋଜନା ଅବଧିରେ ଭାରତୀୟ ବାୟୁସେନାର ବିମାନ ଦୁର୍ଘଟଣାର ସଂଖ୍ୟା ସମ୍ପର୍କରେ ପ୍ରତିରକ୍ଷା ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟି ତଥ୍ୟ ପ୍ରଦାନ କରିବା ସହ ଜେନେରାଲ ବିପିନ ରାଓ୍ଵତଙ୍କ ମୃତ୍ୟୁ ହେଲିକପ୍ଟର ଦୁର୍ଘଟଣା ପଛର କାରଣ ମାନବିକ ତ୍ରୁଟି ବୋଲି କହିଛି।   ୨୦୨୧ ଡିସେମ୍ବରରେ କୁନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ ହୋଇଥିଲା ସଂସଦୀୟ କମିଟି ରିପୋର୍ଟ: ତ୍ରୟୋଦଶ ପ୍ରତିରକ୍ଷା ଯୋଜନାରେ ବାୟୁସେନାର ୩୪ଟି ଦୁର୍ଘଟଣା … Continue reading ମାନବିକ ତ୍ରୁଟି ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁ