ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବାସଭବନରୁ ମିଳିଲା ବିପୁଳ ଟଙ୍କା

Delhi HC judge: ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ନିର୍ଦ୍ଦେଶ ରାଜଧାନୀ ଦିଲ୍ଲୀରେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବଙ୍ଗଲ ଭିତରେ ଅଗ୍ନିଶମ ଓ ଉଦ୍ଧାର ସେବା କର୍ମଚାରୀମାନେ ବିପୁଳ ପରିମାଣର ନଗଦ ଟଙ୍କା ଠାବ କରିବା ପରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି। ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର ବେହିସାବହୀନ ନଗଦ ଟଙ୍କା ମିଳିବା ପରେ ସୁପ୍ରିମକୋର୍ଟ କଲେଜିୟମ୍ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର … Continue reading ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ବାସଭବନରୁ ମିଳିଲା ବିପୁଳ ଟଙ୍କା